18.1 C
Bhubaneswar
Saturday, December 6, 2025
Homeଓଡିଶାମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ୨ ସବଇନସ୍ପେକ୍ଟର ନିଲମ୍ବିତ

ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ୨ ସବଇନସ୍ପେକ୍ଟର ନିଲମ୍ବିତ

ଢେଙ୍କାନାଳ: ଢେଙ୍କାନାଳ ଏସପିଙ୍କ ଅଫିସ ପରିସରରେ ମହିଳାଙ୍କ ଆତ୍ମହୁତି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୨ ଜଣ ସବଇନସ୍ପେକ୍ଟରଙ୍କୁ ନିଲମ୍ବିତ କରିଛନ୍ତି ଏସପି ଅଭିନବ  ସୋନକର ।  ଏମାନେ ହେଲେ ସଦର ଥାନା   ସବ ଇନ୍‌ସପେକ୍ଟର ରୋଜାଲିନ ମିଞ୍ଜ  ଓ ଟାଉନ ଥାନାର ସବଇନସ୍ପପେକ୍ଟର   ଉତ୍କଳ ବିଜୟ ମହାନ୍ତି । କାଯ୍ୟରେ ଅବହେଳା ପାଇଁ ଏହି ଦୁଇଜଣଙ୍କ ବିରୋଧରେ  କାଯ୍ୟାନୁଷ୍ଠାନ ନିଆଯାଇଛି ।  ଢେଙ୍କାନାଳ ସଦର ଥାନା ଅଙ୍କରାନ୍ତିପୁର ଗାଁର  ସଂପୃକ୍ତ ମହିଳା ପେଟ୍ରୋଲ ଢାଳି  ଆତ୍ମାହୁତି  ଉଦ୍ୟମ ବେଳେ  କାବୁ କରିନେଇଥିଲେ ପୋଲିସ ।  ନିଯାତନା ସହିନପାରି  ଏକ ପ୍ଲାଷ୍ଟିକ ବୋତଲରେ  ପେଟ୍ରୋଲ ଓ ଦିଆସିଲି ଆଣି ଅଫିସ ପରିସରରେ ଆତ୍ମାହୁତି  ଦେବା ପାଇଁ ଉଦ୍ୟମ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking