28.1 C
Bhubaneswar
Tuesday, February 3, 2026
Homeଓଡିଶାଜମିବାଡି ବିବାଦ ନେଲା ବୃଦ୍ଧଙ୍କ ଜୀବନ

ଜମିବାଡି ବିବାଦ ନେଲା ବୃଦ୍ଧଙ୍କ ଜୀବନ

ବଲାଙ୍ଗୀର: ଜମିବାଡି ବିବାଦରୁ ଗଲା ବୃଦ୍ଧଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲା  ପାଟଣାଗଡ  ବେଲପଡା ଥାନା ପର୍ଲିମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜମିବାଡି ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ ପୁତୁରା । ସାଙ୍ଗେ ସାଙ୍ଗେ ପରିବାର ଲୋକ ଗୁରୁତର ଅବସ୍ଥାରେ  ବଦ୍ଧଙ୍କୁ  ବୁର୍ଲା ମେଡିକାଲକୁ ନେଇଥିଲେ  । ବୁର୍ଲା  ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking