24.1 C
Bhubaneswar
Friday, February 6, 2026
Homeଓଡିଶାଶୂନ୍ୟରୁ ଖସିଲା ମୃତ୍ୟୁ

ଶୂନ୍ୟରୁ ଖସିଲା ମୃତ୍ୟୁ

ଦିଗପହଣ୍ଡି: ଦିଗପହଣ୍ଡିରୁ ସାମ୍ନାକୁ ଆସିଛି ଏକ ହୃଦ୍ୟ ବିଦାରକ ଘଟଣା। ଶୂନ୍ୟରୁ ଖସିଲା ମୃତ୍ୟୁ। ପାହାଡ଼ିଆ ନଦୀକୁ ଗାଧୋଇ ଗଲା ବେଳେ ବଡ଼ ପଥର ଖଣ୍ଡ ଖସି ପଡ଼ିଲା। ଯାହାଫଳରେ କୋମଳମତି ୧୨ ବର୍ଷୀୟ ପିଲା ମୃତ୍ୟୁ ଘଟିଛି। ଖସିଥିବା ପଥରରେ ଅଣ୍ଟା ଠାରୁ ଗୋଡ଼ ପର୍ଯ୍ୟନ୍ତ ଚାପି ହୋଇଯିବାରୁ ମୃତ୍ୟୁ ହୋଇଛି। ଉଦ୍ଧାର କରି ଜରଡ଼ା ଥାନା ଥଳିବାଡ଼ ଲୋକେ ମେଡିକାଲ୍‌ ନେଲା ବାଟରେ ପିଲାଟିର ମୃତ୍ୟୁ ଘଟିଛିମୃତକଙ୍କ ପରିଚୟ ପର୍ଯ୍ୟନ୍ତ ଜଣା ପଡ଼ିନାହିଁଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking