25.1 C
Bhubaneswar
Saturday, February 7, 2026
Homeଓଡିଶାସବ୍‌ସିଡି ପ୍ରସଙ୍ଗ: ସରକାରଙ୍କୁ ବିଜେଡିର କଟାକ୍ଷ

ସବ୍‌ସିଡି ପ୍ରସଙ୍ଗ: ସରକାରଙ୍କୁ ବିଜେଡିର କଟାକ୍ଷ

ଭୁବନେଶ୍ୱର: ଧାନ ସବ୍‌ସିଡି ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରତାପଦେବ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କ୍ଷମତାକୁ ଆସିବା ପରେ ଏଫସିଆଇ ସମସ୍ୟା କଥା ମାନିଲେ । ନିଜ ଗୋଡରେ ନିଜେ କୁରାଢି ମାରିଲେ କହିଛନ୍ତି , ପ୍ରତାପ ଦେବ । ଧାନ ପାଇଁ ୮ ଶହ ଟଙ୍କା ସହାୟତା ରାଶି ଦେଲ ,ଆଉ କେତେ ବଜେଟ ରହିବ ଯେ ଅନ୍ୟ ଚାଷକୁ ପ୍ରୋତ୍ସାହନ କରିବ । ଚାଷୀ ଧାନ ଚାଷ ଅଧିକ କରିବେ , ଅନ୍ୟ ଚାଷ ପ୍ରଭାବିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking