17.1 C
Bhubaneswar
Tuesday, December 9, 2025
Homeଓଡିଶାଯିଏ ଭାଇରାଲ କରିଛନ୍ତି କାର୍ଯ୍ୟାନୁଷ୍ଠାନ: ପିନାକ ମିଶ୍ର

ଯିଏ ଭାଇରାଲ କରିଛନ୍ତି କାର୍ଯ୍ୟାନୁଷ୍ଠାନ: ପିନାକ ମିଶ୍ର

ଭୁବନେଶ୍ୱର: ଯିଏ ବଳଙ୍ଗା ପୀଡିତାଙ୍କ ବୟାନ ସମୟ ଭିଡିଓ ଭାଇରାଲ କରିଛନ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ କଡା ଚେତାବନୀ ଶୁଣାଇଲେ ପୁରୀ ଏସପି ପିନାକ ମିଶ୍ର । ଫେସବୁକ ଓ ଗୁଗୁଲକୁ ଏନେଇ ଟିଠି ଲେଖାଯାଇଛି । ସୋସିଆଲ ମିଡିଆ ସୋର୍ସ ଆସିବା ପରେ ଆଇନ ଅନୁଯାୟୀ କାଯ୍ୟାନୁଷ୍ଠାନ ନିଆଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଫଟୋ ଭାଇରାଲ ହୋଇପାରିବନି । ତେଣୁ ତଦନ୍ତ ପାଇଁ ସାଇବର କ୍ରାଇମ ବିଭାଗକୁ ଦାୟିତ୍ୱ ଦିଆଯାଇଛି ।  କାଲି ସୋସିଆଲ ମିଡିଆରେ  ପୀଡିତାଙ୍କ ବୟାନ ରେକର୍ଡ ଭାଇରାଲ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking