28.1 C
Bhubaneswar
Monday, May 4, 2026
Homeଓଡିଶାଅନ୍ୟତ୍ର ଜଗନ୍ନାଥ ଧାମ ଲେଖା ଦୁଃଖଦାୟକ: ଅରବିନ୍ଦ ପାଢ଼ୀ

ଅନ୍ୟତ୍ର ଜଗନ୍ନାଥ ଧାମ ଲେଖା ଦୁଃଖଦାୟକ: ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର: ଅନ୍ୟତ୍ର ଜଗନ୍ନାଥ ଧାମ ବ୍ୟବହାରକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ବିରୋଧ। ଏକ ଖବର ସରବରାହ ସଂସ୍ଥା ଦୀଘା ଜଗନ୍ନାଥ ଧାମ ଲେଖିଥିବାରୁ କ୍ଷୋଭ ଝାଡ଼ିଲେ। କହିଲେ ସାରା ବିଶ୍ୱରେ ପୁରୀ ଜଗନ୍ନାଥ ଧାମ ଭାବେ ସମ୍ମାନ ପାଇ ଆସିଛି। ପୁରୀ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଧାମ ଓ ଭାରତର ଚାରିଧାମ ମଧ୍ୟରୁ ଗୋଟିଏ। ଜଗନ୍ନାଥ ଧାମ ଦୀଘାରେ ବ୍ୟବହାର କରାଯାଉଥିବା ଦେଖିବା ଦୁଃଖଦାୟକ। ଆସନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ସମ୍ମାନ ଦେବା। ସମସ୍ତଙ୍କ ଉପରେ ମହାପ୍ରଭୁଙ୍କ ଅସୀମ କୃପା ରହୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking