27.1 C
Bhubaneswar
Saturday, December 6, 2025
Homeଓଡିଶାଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଖୋର୍ଦ୍ଧା: ନିଜ ଦେହରେ  ନିଆଁ ଲଗାଇଥିବା  ଯୁବକଙ୍କ ମୃତ୍ୟୁ  । ଭୁବନେଶ୍ୱର ଏମ୍ସରେ  ଚିକିତ୍ସାଧୀନ ଅବସ୍ଥାରେ  ଯୁବକଙ୍କ ମୃତ୍ୟୁ  ହୋଇଛି ।  କାଲି ବାଲିପାଟଣା  ଛକରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ଯୁବକ ।  ଯୁବକଙ୍କ ଶରୀରର ୮୦ରୁ ଅଧିକ ପ୍ରତିଶତ ପୋଡିଯାଇଥିଲା । ଘଟଣାରେ ବାପା, ସାବତ ମାଆ ଓ ସାବତ ଭାଇକୁ ଅଟକ ରଖିଛି ପୋଲିସ । ଅନ୍ୟପଟେ ସଂପୃକ୍ତ ଘଟଣାକୁ ନେଇ ସାଙ୍ଘାତିକ ବୟାନ ସାମ୍ନାକୁ ଆସିଛି ।  ସମ୍ପତି ବିବାଦକୁ ନେଇ ଉଭୟ  ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking