16.1 C
Bhubaneswar
Sunday, December 7, 2025
Homeଓଡିଶାଭିସୁଟର ଡ୍ରେସ କୋଡ: ଛାତ୍ରୀଙ୍କୁ ଦୁପଟା ମନା

ଭିସୁଟର ଡ୍ରେସ କୋଡ: ଛାତ୍ରୀଙ୍କୁ ଦୁପଟା ମନା

ସମ୍ବଲପୁର: ଭିସୁଟ୍  ଜାରି କଲା ଡ୍ରେସ କୋଡ । ପ୍ରଥମ ବର୍ଷର ଛାତ୍ରଛାତ୍ରୀ ପିନ୍ଧିବେ ଡ୍ରେସକୋଡ । ଚଳିତ ମାସରୁ ପିନ୍ଧିବେ ଡ୍ରେସକୋର୍ଡ ପିନ୍ଧିବେ ଛାତ୍ରଛାତ୍ରୀ । ୨୦୨୫-୨୬ ଶିକ୍ଷାବର୍ଷରେ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡ୍ରେସ୍‌ କୋଡ ଲାଗୁ କରାଯାଇଛି । ସାଲୱାର କମିଜ ପିନ୍ଧିବେ ଛାତ୍ରୀ । ହେଲେ ଦୁପଟା ପକାଇବେ ନାହିଁ । ସାଲୱାର କମିଜ ସହ ଜାକେଟ୍ ରହିବ । ସେହିପରି ପୁଅମାନେ ପିନ୍ଧିବେ ସାଧାରଣ ଡ୍ରେସ ପିନ୍ଧିବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking