ନୂଆଦିଲ୍ଲୀ: ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ଏଏସପି ରବୀନ୍ଦ୍ର ପଣ୍ଡା , କମାଣ୍ଡାଣ୍ଟ ନରେଶ ପଟେଲକୁ ମିଳିବ ରାଷ୍ଟ୍ରପତି ପଦକ । ଓଡିଶାର ୯ ଜଣଙ୍କୁ ମିଳିବ ସାହସିକତା ପଦକ । ଏସଆଇ ଅମରେଶ ନରେନ୍ଦ୍ର , କନଷ୍ଟେବଲ ଜିତେନ୍ଦ୍ର ନାୟକଙ୍କୁ ମିଳିବ ସାହସିକତା ପଦକ । ଓଏପିଏଫ ଅର୍ଜୁନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ୱିନୀ ବାଗଙ୍କୁ ମିଳିବ । କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ ସାହୁ , ପ୍ରଦୀପ ଶ୍ରେଷ୍ଠ , ଅଭିମନ୍ୟୁ ମାଝୀଙ୍କୁ ମିଳିବ ପଦକ । ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣ ସମ୍ମାନିତ ହେବେ ।










