ରାୟଗଡା: ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା ମୁନିଗୁଡା ହସ୍ପିଟାଲର ପୁରୁଷ ସ୍ୱାସ୍ଥ୍ୟକର୍ମୀ । ମୁନିଗୁଡା ହସ୍ପିଟାଲର ପୁରୁଷ ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତ ଧରାପଡିଲେ । ଜନ୍ମଗତ ପ୍ରମାଣପତ୍ର ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କୁଞ୍ଜବିହାରୀ ଙ୍କ ୨ଟି ଘରେ ରେଡ ଚାଲିଛି ।










