30.1 C
Bhubaneswar
Tuesday, February 3, 2026
Homeଓଡିଶାବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁନୀଲ ବଂଶଲ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁନୀଲ ବଂଶଲ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୌଠକ ଅନୁଷ୍ଠିତ ହୋଇଛି । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଉପସ୍ଥିତିରେ ହୋଇଛି ବୌଠକ । ରାଜ୍ୟ ସଭାପତି, ରାଜ୍ୟ ସଂଗଠନ ମହାମନ୍ତ୍ରୀ, ଉପସଭାପତି ଉପସ୍ଥିତ ଅଛନ୍ତି । ସାଧାରଣ ସମ୍ପାଦକଙ୍କ ସମେତ ଅନ୍ୟ ପଦାଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking