15.1 C
Bhubaneswar
Saturday, December 6, 2025
Homeଓଡିଶାମୋବାଇଲ ଦେଖିବାରେ ବ୍ୟସ୍ତ ବାବୁ, ବାବୁଆଣୀ

ମୋବାଇଲ ଦେଖିବାରେ ବ୍ୟସ୍ତ ବାବୁ, ବାବୁଆଣୀ

କୋରାପୁଟ: ଚାଲିଛି ପ୍ରଶାସନର ଅଭିଯୋଗ ଶୁଣାଣି । ହେଲେ, ସାର୍ ଓ ମାଡାମ୍‌ମାନେ ମୋବାଇଲରେ ବ୍ୟସ୍ତ। ନିଜ ନିଜ ସମସ୍ୟା ନେଇ ଗୋଟିଏ ପଟେ ଲାଇନ୍ ଲଗେଇଛନ୍ତି ଲୋକ । ହେଲେ ମୋବାଇଲ ଦେଖିବାରେ ବ୍ୟସ୍ତ ବାବୁ, ବାବୁଆଣୀ । ଏ ହେଉଛି କୋରାପୁଟ ବୋରିଗୁମ୍ମା ପ୍ରଶାସନ ତରଫରୁ ଆୟୋଜିତ ଜନଶୁଣାଣି ଦୃଶ୍ୟ ।ଆଉ ଏ ଦୃଶ୍ୟ ବୟାନ କରୁଛି, କିଭଳି ଚାଲିଛି ଆମ ବ୍ୟବସ୍ଥା । ଲୋକଙ୍କ ଅଭିଯୋଗ ଶୁଣିବାକୁ ଅଧିକାରୀ କେତେ ବ୍ୟସ୍ତ ଏଥିରୁ ସ୍ପଷ୍ଟ ଜଣାପଡୁଛି । ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ଘଣ୍ଟା ଘଣ୍ଟା ଧରି ଲୋକଙ୍କ ସମସ୍ୟା ଶୁଣୁଛନ୍ତି ଆଉ ତ୍ବରିତ ସମାଧାନ କରୁଛନ୍ତି, ସେଠାରେ ବୋରିଗୁମ୍ମାରେ ବାବୁଙ୍କ ଏଭଳି ଆଚରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking