26.3 C
Bhubaneswar
Thursday, April 9, 2026
Homeଓଡିଶା'ଆତ୍ମହତ୍ୟା' କଥାଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

‘ଆତ୍ମହତ୍ୟା’ କଥାଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର:  ଆତ୍ମହତ୍ୟା କଥାଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆତ୍ମହତ୍ୟା କଥାଶୁଣି  ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜଗବନ୍ଧୁ ପଣ୍ଡା ନାମକ  ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ତାଗିଦ କଲେ । ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି ବୋଲି ପଚାରିଲେ । ଅଭିଯୋଗ କରିବାକୁ ଆସିଛନ୍ତି , ନିଶ୍ଚିନ୍ତ ଶୁଣାଯିବ କହିଲେ ମୁଖ୍ୟମନ୍ତ୍ରୀ ।   ଅଭିଯୋଗ ଆପଣଙ୍କ ଦାବି ଯଥାର୍ଥ ଥିବ ।  ତାହେଲେ ହକ ନିଶ୍ଚୟ ପାଇବ । ଅନ୍ୟପଟେ ଅଭ ିଯୋଗ କରିବା ବେଳେ କହୁ କହୁ କହିଦେଲି କିଲେ ଅଭିଯୋଗକାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking