13.1 C
Bhubaneswar
Sunday, December 7, 2025
Homeଓଡିଶାମୁଠି ଚାଉଳ ଆଉ ଏକ ଟଙ୍କା ସଂଗ୍ରହ କରି ଲଢିବେ ଆଦିବାସୀ: ଭକ୍ତଦାସ

ମୁଠି ଚାଉଳ ଆଉ ଏକ ଟଙ୍କା ସଂଗ୍ରହ କରି ଲଢିବେ ଆଦିବାସୀ: ଭକ୍ତଦାସ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ବ ଆଦିବାସୀ ଦିବସ ଆଜି ଧୁମଧାମର ସହ ରାଜ୍ୟ କଂଗ୍ରେସ ଭବନ ସମ୍ମୁଖ, ମାଷ୍ଟରକ୍ୟଣ୍ଟିନଠାରେ ପାଳ ନକରାଯାଇଛି।ଏହି ଅବସରରେ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ପେସା ଆଇନ୍ପାଇଁନିର୍ଦ୍ଦେଶାବଳୀ ଲାଗୁ ନହେବା, ଉଚ୍ଚବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାକ୍ଷେତ୍ରରେ ସଂଖ୍ୟାନୁପାତରେ ୨୩% ସଂରକ୍ଷଣ ଲାଗୁ ନହେବା, ଜଙ୍ଗଲ ଅଧିକାର ଆଇନର ଠିକ୍ସେଅନୁପାଳନ ନହେବା ଫଳରେ ଆଦିବାସୀଙ୍କୁ ଜମି ଆଉ ଜଙ୍ଗଲ ଅଧିକାରରୁ ବଞ୍ଚିତ ହେବା, ଗ୍ରାମସଭାର ବିନାଅନୁମତିରେ ଜବରଦସ୍ତ ବିସ୍ଥାପନ ହେଉଥିବା ସମସ୍ୟାକୁ ନେଇ ଓଡିଶା ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ନେତୃବୃନ୍ଦ। ଆଗାମୀ ଦିନରେ ଜିଲ୍ଲା, ବ୍ଲକ ଏବଂ ଗ୍ରାମପଞ୍ଚାୟତ ସ୍ତରରୁ ଆଦିବାସୀଙ୍କୁ ସଂଗଠିତ କରି ଏକ ଦୁର୍ବାରଜନ୍ଆନ୍ଦୋଳନଓଡ଼ିଶାରେଲୋକମାନଙ୍କଠାରୁସମ୍ବଳସଂଗ୍ରହକରିଗଢିତୋଳିବାଉପସ୍ଥିତଆଦିବାସୀଭାଇଭଉଣୀଙ୍କୁଆହ୍ବାନଦେଇଥିଲେରାଜ୍ୟସଭାପତିଭକ୍ତଚରଣଦାସ।ଓରାମ, ମୁଣ୍ତା, ହୋ, ସାନ୍ତାଳଆଉକନ୍ଧଆଦିବାସୀସମ୍ପ୍ରଦାୟରପାରମ୍ପରିକନୃତ୍ୟଗୀତରେଦୁଲକିଉଠିଥିଲାପରିବେଶ।ଏହିସଭାରେଆଦିବାସୀକଂଗ୍ରେସରରାଜ୍ୟସଭାପତିଶ୍ରୀଯଶୋବନ୍ତନାରାୟଣସିଂଲାଗୁରୀସଭାପତିତ୍ବକରିଥିବାସ୍ଥଳେପିସିସିସମ୍ପାଦକଶ୍ରୀଲକ୍ଷ୍ମୀଧରସିଂସଂଯୋଜନାକରିଥିଲେ।ପୂର୍ବତନକେନ୍ଦ୍ରମନ୍ତ୍ରୀଶ୍ରୀକାନ୍ତଜେନା, ପୂର୍ବତନସାଂସଦସୁଶ୍ରୀସୁଶୀଳାତିରିଆ, ପୁର୍ବତନସାଂସଦଶକୁନ୍ତଳାଲାଗୁରୀ, ପୂର୍ବତନବିଧାୟକଶ୍ରୀସୁବର୍ଣ୍ଣନାଏକ, ପୂର୍ବତନବିଧାୟକପ୍ରହ୍ଲାଦପୂର୍ତ୍ତି, ପିସିସିସମ୍ଫାଦକଅନିମାମିଞ୍ଜ, ମୋହନହେମ୍ବ୍ରମ, ଅନୁସୂଚିତଜାତିବିଭାଗଅଧ୍ୟକ୍ଷମାନସମଲ୍ଲିକ, ରାଜକିଶୋରବାରିକ, ସୁଧାଂଶୁଦେଓ, ଭୁବନେଶ୍ୱରଜିଲ୍ଲାସଂଯୋଜକବିଶ୍ବଜିତଦାସପ୍ରମୁଖଯୋଗଦେଇଥିଲେ।ପ୍ରକାଶଥାଉକି, ବିଶ୍ବଆଦିବାସୀଦିବସଅବସରରେଆଦିବାସୀକଂଗ୍ରେସତରଫରୁସକାଳେଭୁବନେଶ୍ବରରବିଭିନ୍ନସ୍ଥାନରେଥିବାଆଦିବାସୀବରପୁତ୍ରଙ୍କପ୍ରତିମୁର୍ତିରେପୁଷ୍ପମାଲ୍ୟଅର୍ପଣସହପୂଜାର୍ଚ୍ଚନାକରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking