27.1 C
Bhubaneswar
Saturday, December 6, 2025
Homeଓଡିଶାକ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯାଇଛି: ମନ୍ତ୍ରୀ

କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯାଇଛି: ମନ୍ତ୍ରୀ

କଟକ: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଆସି ସାରିଛି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କ୍ଷତିଗ୍ରସ୍ତ ବିଭିନ୍ନ ବର୍ଗର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି । କ୍ଷତିପୂରଣ ପାଇନଥିବା ଲୋକଙ୍କୁ ଟଙ୍କା ପ୍ରଦାନ କରିବା ଜାରି ରହିଛି । ଆଗକୁ ବାତ୍ୟା ଆଶ୍ରୟସ୍ଥଳୀର ପୁନରୁଦ୍ଧାର ସହ ନୂଆ ଆଶ୍ରୟସ୍ଥଳୀ ହେବ । ସ୍କୁଲ ନିକଟରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ପୂର୍ବ ସରକାର ଅନାବଶ୍ୟକ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking