15.1 C
Bhubaneswar
Wednesday, December 10, 2025
Homeଓଡିଶା‘ସର୍ବ ବୃହତ ମହିଳା ସଶକ୍ତିକରଣ ଯୋଜନା ସୁଭଦ୍ରା’: ମୁଖ୍ୟମନ୍ତ୍ରୀ

‘ସର୍ବ ବୃହତ ମହିଳା ସଶକ୍ତିକରଣ ଯୋଜନା ସୁଭଦ୍ରା’: ମୁଖ୍ୟମନ୍ତ୍ରୀ

ଜୟପୁର: ‘ସୁଭଦ୍ରା’ ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । କହିଛନ୍ତି, ରାଜ୍ୟର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା ହେଉଛି ସୁଭଦ୍ରା । ମାତ୍ର ସାଢେ ୬ ମାସ ଭିତରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡି ପାରିଛୁ । ଗୋଟିଏ ବଟନ ଟିପି ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ପଠାଇଲୁ । ନାରୀକୁ ସ୍ୱାବଲମ୍ବୀ କରିବା ପାଇଁ ଏହି ସୁଭଦ୍ରା ଯୋଜନା । ପ୍ରତିବର୍ଷ ରାଷୀ ପୂଣ୍ଣିମା, ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯାଉଛି । ଆଜି ରାକ୍ଷୀ ପୂଣ୍ଣିମା ସହ ଅଗଷ୍ଟ କ୍ରାନ୍ତି ଦିବସ । ଯେଉଁଠି ନାରୀଙ୍କୁ ସମ୍ମାନ ଦିଆଯାଏ, ସେଠି ଜଗନ୍ନାଥ ବିଚରଣ କରନ୍ତି । ଓଡିଶାର ମାଆ ଭଉଣୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । ମହିଳାଙ୍କ ଅନ୍ତର୍ନିହିତ ଗୁଣକୁ ଆଗକୁ ଆ ଣିବାକୁ ଲକ୍ଷ୍ୟ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking