14.1 C
Bhubaneswar
Saturday, December 6, 2025
Homeଓଡିଶାପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା; ସୁରାଗ ମିଳିଛି, ଶୀଘ୍ର ତଦନ୍ତ ସରିବ: ଏସ୍‌ପି

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା; ସୁରାଗ ମିଳିଛି, ଶୀଘ୍ର ତଦନ୍ତ ସରିବ: ଏସ୍‌ପି

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ କେନ୍ଦ୍ରାପଡା ଏସପି କହିଛନ୍ତି,  ସିସିଟିଭି ଯାଞ୍ଚ ଚାଲିଛି, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ।  ଗୋଟିଏ ଦିଗରୁ କିଛି ସୁରାଗ ମିଳିଛି, ଖୁବଶୀଘ୍ର ତଦନ୍ତ ଶେଷ ହେବ । ଅନ୍ୟପଟେ, ମୃତ ଛାତ୍ରୀଙ୍କ  ବୟଫ୍ରେଣ୍ଡ ଠାରୁ  ମୃତ୍ୟୁ ପଛର ରହସ୍ୟ ଉଗାଳୁଛି ରହସ୍ୟକାରୀ ଟିମ ।  ଏପରିକି ମୃତ ଛାତ୍ରୀଙ୍କ ବାପା ,ମା ଏବଂ  ଭାଇକୁ  କେନ୍ଦ୍ରାପଡା ଏସପି ଜେରା କରିଛନ୍ତି । ଏହାରିୁ ଭିତରେ ନୂଆ ନୂଆ ତଥ୍ୟ ମଧ୍ୟ   ସାମ୍ନା  ଆସୁଛି । ବୟଫ୍ରେଣ୍ଡଙ୍କ ମାଆ ଏବଂ ଭଉଣୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।  ସମ୍ପୃକ୍ତ ଯୁବତୀଙ୍କ ତାଙ୍କ ବାପା ହିଁ  ହତ୍ୟା କରିଛନ୍ତି ବୋଲି  ଅଭିଯୋଗ ଆଣିଛନ୍ତି ପ୍ରମୋଦଙ୍କ ମାଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking