30.1 C
Bhubaneswar
Sunday, February 8, 2026
Homeଓଡିଶାଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଏଫଆଇଆର୍ ବଦଳାଇବାକୁ ଭରତପୁର ପୋଲିସ ଚାପ ପକାଉଥିବା ନେଇ ସୂଚନା ମିଳିଛି । ପଣ୍ଡାକୁଦିଆ ଅଞ୍ଚଳରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ନେଇ ସନ୍ଦେହ କରାଯାଉଛି । ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଭିଯୋଗ କଲେ ପରିବାର ଲୋକେ । ମୃତକ ଜଣକ ଶିବପ୍ରସାଦ ବୋଲି ଚିହ୍ନଟ କରାଯାଇଛି । ତାଙ୍କ ଘର ଯାଜପୁର ସୁଜନପୁରର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking