21.1 C
Bhubaneswar
Saturday, December 6, 2025
Homeଓଡିଶା୫ ଜିଲ୍ଲା ଗସ୍ତରେ ଉପମୁଖ୍ୟମନ୍ତ୍ରୀ

୫ ଜିଲ୍ଲା ଗସ୍ତରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫ ଦିନିଆ ଜିଲ୍ଲା ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।  କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି , ବଲାଙ୍ଗିର , ସୋନପୁର ଗସ୍ତ କାଯ୍ୟକ୍ରମ ରହିଛି ।  ପ୍ରଥମ ଦିନରେ କୋରାପୁଟ ଜୟପୁରରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।  ବିଭିନ୍ନ ବିକାଶ ମୂଳକ କାଯ୍ୟ ଓ ସୁଭଦ୍ରା ଯୋଜନାର ସମୀକ୍ଷା କାଯ୍ୟକ୍ରମ ରହିଛି ।  ଆସନ୍ତାକାଲି  ଜୟପୁରରେ  ରାକ୍ଷୀ ପୂଣ୍ଣିମାରେ ଜୟପୁରରେ ଆୟୋଜିତ ହେବ ସୁଭଦ୍ରାର  ତୃତୀୟ କିସ୍ତି ସମାରୋହ । ମୁଖ୍ୟମନ୍ତ୍ରୀ ଜୟପୁରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking