30.1 C
Bhubaneswar
Sunday, February 8, 2026
Homeଓଡିଶାକେନ୍ଦ୍ରପଡାରେ ଯୁବତୀ ଜଳିଯିବା ଘଟଣା: କାଠିଆପଡାରେ ପହଞ୍ଚିଲା ମୃତଦେହ

କେନ୍ଦ୍ରପଡାରେ ଯୁବତୀ ଜଳିଯିବା ଘଟଣା: କାଠିଆପଡାରେ ପହଞ୍ଚିଲା ମୃତଦେହ

କେନ୍ଦ୍ରପଡା: କେନ୍ଦ୍ରପଡାରେ ଯୁବତୀ ଜଳିଯିବା ଘଟଣ।। ପଟ୍ଟାମୁଣ୍ଡାଇ କାଠିଆପଡାରେ ପହଞ୍ଚିଲା ମୃତଦେହ । ପୋଷ୍ଟମର୍ଟମ ପରେ ଗାଁରେ ପହଞ୍ଚିଲା ମୃତଦେହ । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କିଛି ସମୟ ପରେ ଗାଁ ଶ୍ମଶାନରେ ହେବ ଶେଷକୃତ୍ୟ । ସୂଚନାଯୋଗ୍ୟ, ଗତ କାଲି ପଟ୍ଟାମୁଣ୍ଡାଇ ଥାନା କାଠିଆପଡ଼ା ଗାଁରେ ଜଣେ ଯୁବତୀ ନିଆଁରେ ଜଳି ଯାଇଥିଲେ। କଟକ ଏସସିବି ମେଡିକାଲ୍ କଲେଜରେ ପୋଷ୍ଟମର୍ଟମ କରାଯାଇଥିଲା। ଏଥିପାଇଁ କେନ୍ଦ୍ରାପଡ଼ାରୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ମୃତଦେହ ସହ କଟକ ଯାଇଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking