18.1 C
Bhubaneswar
Saturday, December 6, 2025
Homeଓଡିଶାଓଟିଇଟି କେଳେଙ୍କାରୀ: ୨ ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଓଟିଇଟି କେଳେଙ୍କାରୀ: ୨ ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

କଟକ: ପରୀକ୍ଷାର ସଚ୍ଚୋଟତା ଏବଂ ଶିକ୍ଷା ବିଭାଗର ଉତ୍ତରଦାୟିତ୍ୱ ଉପରେ ବଢ଼ୁଥିବା ତଦନ୍ତ ମଧ୍ୟରେ,  ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ୨ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନିଆଯିବା ନେଇ ମିଳିଛି ସୂଚନା। ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। ଆସନ୍ତା ୧୧ ଓ ୧୨ ତାରିଖରେ ଉଭୟଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ବର୍ତ୍ତମାନ ତଦନ୍ତର ନେତୃତ୍ୱ ନେଉଥିବା କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ବିଏସଇର ଉପାଧ୍ୟକ୍ଷ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ଆଠ ଜଣଙ୍କୁ ଗିରଫ କରିସାରିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking