14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶସାରା ଦେଶରେ ଭୋଟ ଚୋରି: ରାହୁଲ

ସାରା ଦେଶରେ ଭୋଟ ଚୋରି: ରାହୁଲ

ନୂଆଦିଲ୍ଲୀ: ପୁଣି ନିର୍ୱାଚନ ଆୟୋଗଙ୍କ ଉପରେ  ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ  ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ ବ୍ୟାପକ ଅନିୟମିତତା ହେଉଛି । ମହାରାଷ୍ଟ୍ର ଓ କଣ୍ଣାଟକରେ ନକଲି ଭୋଟର ତାଲିକା  । ମହାରାଷ୍ଟ୍ରରେ  ୪୦ ଲକ୍ଷ ଭୋଟ ରହସ୍ୟମୟ । କଣ୍ଣାଟକରେ ବି ଲକ୍ଷାଧିକ ନକଲି ଭୋଟର ପାଇଲୁ ।  ଭୋଟର ତାଲିକା ଠିକ  ନା  ଭୁଲ ଇସିଆଇ ଜବାବ ରଖୁ ।ନିର୍ୱାଚନ ଆୟୋଗ ଇଲେକ୍ଟ୍ରୋନିକ ଡାଟା କାହିଁକି ଦେଉନାହିଁ । ଆମେ ଆୟୋଗଙ୍କୁ ବାରମ୍ବାର ଡାଟା ମାଗିବା ପରେ ବି ସେମାନେ ଡାଟା ଦେଉନାହାଁନ୍ତି । ଏ ସମ୍ପର୍କରେ ଜବାବ ରଖିବାକୁ ମଧ୍ୟ ସେମାନେ ମନା କରୁଛନ୍ତି । ଏହାର କାରଣ କଣ ବୋଲି ପଚାରିଛନ୍ତି ରାହୁଲ ଗାନ୍ଧୀ । ଦେଶରେ ଫର୍ଜି ଭୋଟିଂ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking