28.1 C
Bhubaneswar
Monday, May 4, 2026
Homeଓଡିଶାଆସନ୍ତାକାଲି ଡିଜି ଅଫିସ ଘେରାଉ କରିବ କଂଗ୍ରେସ

ଆସନ୍ତାକାଲି ଡିଜି ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ଆସନ୍ତାକାଲି ଡିଜି ଅଫିସ ଘେରାଉ  କରିବ କଂଗ୍ରେସ । ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବିରେ ଘେରାଉ ହେବ ।  ୨ ଦିନ ନାରୀ ନ୍ୟାୟ ପଦଯାତ୍ରା କରିବ କଂଗ୍ରେସ । ୧୦ରେ ବଳଙ୍ଗା ପୀଡିତାଙ୍କ ପାଇଁ ନାରୀ ନ୍ୟାୟ ପଦଯାତ୍ରା । ୧୪ରେ ସୌମ୍ୟାଶ୍ରୀଙ୍କ ପାଇଁ  ଏଫଏମ କଲେଜରୁ ପଦଯାତ୍ରା ହେବ । କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ଏନେଇ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking