27.1 C
Bhubaneswar
Thursday, March 26, 2026
Homeଓଡିଶାବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଯାଜପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ  

ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଯାଜପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ  

ଯାଜପୁର: ସମଗ୍ର ରାଜ୍ୟ ରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି l ରାଜ୍ୟ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ପଡିଛି l ରାଜ୍ୟ ରେ ଶାସନ ବ୍ୟବସ୍ତା ଭୁଶୁଡି ପଡିଛି ନା ବାଳିକା ଛାତ୍ରୀ ମହିଳା ସୁରକ୍ଷିତ ମଣୁ ନାହାନ୍ତି l ବିଜୁ ଯୁବ ଛାତ୍ର ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ ବିଜେପି ସରକାର ର ଅପରlଗତl ବିରୁଦ୍ଧରେ ମହିଳା ମାନଂକୁ ସୁରେକ୍ଷା ଦିଅ ଦାବି ରେ ଯାଜପୁର ଜିଲ୍ଲା ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପୋଲିସ ଡିଜିଙ୍କୁ ଯାଜପୁର ଏସପିଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ।ସମଗ୍ର ଯାଜପୁର ଜିଲ୍ଲା ବିଜେଡି ଯୁବ ଛାତ୍ର ସଙ୍ଘଟନ ପକ୍ଷରୁ ରୁବିଜେଡି ନେତା ଭବ ପ୍ରସାଦ ଦାସ ଙ୍କ ନେତୃତ୍ୱ ରେ ଶହ ଶହ ସଂଖ୍ୟା ରେ ଯୁବକ ଛାତ୍ର ମାନେ ମାନେ ଏକ ପଟୁଆର ବିଭିନ୍ନ ନାରା ବାଜି କରି ଥିଲେ ବିଜେପି ସରକାର ହାୟ ହାୟ ନାରୀ ସୁରେକ୍ଷା ଯୋଗାଇ ବା ରେ ମୋହନ ସରକାର ବିଫଳ ସରକାର ରହିବା ରେ ଅଧିକାର ନାହଁ ତୁରନ୍ତ ଗାଦି ଛାଡ଼ ବୋଲି ନାରା ଦେଇ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରି ଥିଲେ ଏସପି ଙ୍କୁ ଡିଜି ଙ୍କ ଉଦେଶ୍ୟ ରେ ଦାବି ପତ୍ର ପଦାନ କରି ଥିଲେ l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking