ଭୁବନେଶ୍ୱର: ସୀମାବର୍ତ୍ତୀ ଗାଁରେ ଜମି ବନ୍ଦୋବସ୍ତ କରିବେ ସରକାର । ପଟ୍ଟାଙ୍ଗୀ ତହସିଲର ୪ଟି ଗାଁରେ ହେବ ଜମି ମାପଚୁପ । ସିମିଳିଗୁଡା ତହସିଲର ଗୋଟିଏ ଗାଁରେ ହେବ ଜମି ମାପଚୁପ । ଜମି ମାପଚୁପ ସହ ପଟ୍ଟା ସଂଶୋଧନ କରାଯିବ । ପଟ୍ଟାଙ୍ଗୀ ବ୍ଲକର କୋଟିଆକୁ ନେଇ ଲାଗିରହିଛି ବିବାଦ । ସୀମା ନିର୍ଧାରଣ ପାଇଁ ରାଜସ୍ୱ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।









