14.1 C
Bhubaneswar
Sunday, December 7, 2025
Homeଓଡିଶାସଡ଼କ ଦୁର୍ଘଟଣା: ପରିବାରର ୩ ମୃତ

ସଡ଼କ ଦୁର୍ଘଟଣା: ପରିବାରର ୩ ମୃତ

କେନ୍ଦୁଝର: ବାଇକକୁ ଧକ୍କା ଦେଲା ଟ୍ରକ । ଫଳରେ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି ।  କେନ୍ଦୁଝର ଜିଲ୍ଲାର  ତେଲକୋଇ ପୋଲିସ ସୀମା ଅନ୍ତର୍ଗତ   ଏନଏଚ ୪୯ ଜଗମୋହନପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ସୂଚନା ଅନୁସାରେ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ  ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଛି । ମୃତକମାନେ ବାରକୋଟ ଥାନା  ବାହାଡପଶି ଗାଁର ।  ସୋମବାର ସନ୍ଧ୍ୟାରେ ସେମାନେ କୌଣସି କାମ ପାଇଁ ଯାଉଥିଲେ । ଫଳରେ ଏଭଲି ଅଘଟଣ ଘଟିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରି ନସନପୁର ଟୋଲ ଗେଟ ନିକଟରୁ ଟ୍ରକ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking