ବ୍ରହ୍ମପୁର: ବ୍ରହ୍ମପୁରରୁ ସାମ୍ନାକୁ ଆସିଛି ଏକ ବଡ ଠକେଇ ଘଟଣା। ଅନ୍ଲାଇନ ଟ୍ରେଡିଂ ନାଁରେ ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି। ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟରୁ ୯ କୋଟି ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭଯୋଗ ଆଧାରରେ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ସାଇବର୍ ଥାନା ପୋଲିସ। ୪ଟି ବ୍ୟାଙ୍କ୍ ପାସ୍ବୁକ ସହ ୪ଟି ମୋବାଇଲ୍ ମଧ୍ୟ ଜବତ କରିଛି।










