19.1 C
Bhubaneswar
Monday, December 8, 2025
Homeଓଡିଶାଏନଜିଓରେ କାର୍ଯ୍ୟରତ ଯୁବତୀଙ୍କୁ ଅସଦାଚରଣ!

ଏନଜିଓରେ କାର୍ଯ୍ୟରତ ଯୁବତୀଙ୍କୁ ଅସଦାଚରଣ!

ଜଗତସିଂହପୁର: ଏନଜିଓରେ କାର୍ଯ୍ୟରତ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିବା ନେଇ ସମ୍ନାକୁ ଆସିଛି । ଜିଲ୍ଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲୁସି)ର ଜଣେ ସଦସ୍ୟଙ୍କ ନାଁରେ ଅଭିଯୋଗ ହୋଇଛି । ସଦର ଥାନାରେ ଅଭିଯୁକ୍ତକୁ ଅଟକ ରଖି ପୋଲିସର ଚାଲିଛି ତଦନ୍ତ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking