17.1 C
Bhubaneswar
Tuesday, December 9, 2025
Homeଓଡିଶାଜମି ପାଇଁ ସାନ ଭାଇକୁ ହାଣି ହତ୍ୟା

ଜମି ପାଇଁ ସାନ ଭାଇକୁ ହାଣି ହତ୍ୟା

ଧର୍ମଗଡ: ଜମି ବିବାଦରୁ ସାନ ଭାଇକୁ କୋଦାଳରେ ହାଣି ହତ୍ୟା କରିଥିବା ଏକ ଅମାନବୀୟ ଘଟଣା ସମ୍ନାକୁ ଆସିଛି । ଜୁନାଗଡ ଥାନା ମହିଭରା ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ ଭାଇକୁ ଗିରଫ କଲା ପୋଲିସ । ଘଟଣା ପରେ ପରିବାରରେ ଶୋକସନ୍ତପ୍ତ ପରିବେଶ ସୃଷ୍ଟି ହୋଇଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking