25.1 C
Bhubaneswar
Saturday, December 6, 2025
Homeଓଡିଶାଫ୍ରିଜରେ ମଟର ରଖି ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଜାଣନ୍ତୁ..

ଫ୍ରିଜରେ ମଟର ରଖି ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଜାଣନ୍ତୁ..

ଭୁବନେଶ୍ୱର: ଋତୁ ଅନୁସାରେ ପନିପରିବା ହୋଇଥାଏ । କେହି କେହି ଫ୍ରେସ ପନିପରିବା ଖାଇବାକୁ ପସନ୍ଦ କରୁଥିବା ବେଳେ ଅଧିକାଂଶ ଲୋକେ ଫ୍ରିଜରେ ରଖି  ଖାଇବାକୁ ପସନ୍ଦ କରନ୍ତି । ହେଲେ କଣ ଜାଣନ୍ତି କି ଗ୍ରୀନ ମଟର ଫ୍ରିଜରେ ରଖି  ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚାଇପାରେ ।  ମଟରକୁ ଫ୍ରିଜ କରିବା ପାଇଁ ଏଥିରେ ଫ୍ରିଜରଭେଟିଭ ମିଶାଯାଏ ।  ଯେଉଁଥିରେ ଅଧିକ ପରିମାଣର ଷ୍ଟ୍ରାଚ ଥାଏ ।  ଷ୍ଟ୍ରାଚ  ଆପଣଙ୍କ ଶରୀରରେ ଚର୍ୱି ବୃଦ୍ଧି କରିପାରେ । ଏବଂ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରେ । ଯାହା ମଧୁମେହ ହେବାରେ ଆଶଙ୍କା ବଢାଇପାରେ ।  ଫ୍ରୋଜେନ ଗ୍ରୀନ ମଟର ଅତ୍ୟଧିକ ଖାଇବା ଦ୍ୱାରା  ଶରୀରରେ ରକ୍ତଚାପ ବୃଦ୍ଧି କରିପାରେ ।  ମଟରକୁ ଅଧିକ ଦିନ ରଖିବା ପାଇଁ   ଫ୍ରିଜରେ ରଖାଯାଏ ।  ଯାହା ଫଳରେ  ଏହାର ଭିଟାମିନ ଏବଂ ମିନେରାଲ୍ସ  ନଷ୍ଟ ହୋଇଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking