19.1 C
Bhubaneswar
Sunday, December 14, 2025
Homeଓଡିଶାବୃଦ୍ଧ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ

ବୃଦ୍ଧ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରପଡା: କେନ୍ଦ୍ରପଡାରୁ ସମ୍ନାକୁ ଆସିଛି ଏକ ଲୋମଟାଙ୍କୁରା ଘଟଣା । ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ବିଷ ପିଇ ବୃଦ୍ଧ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ମାର୍ଶାଘାଇ ଥାନା ବଡକୁଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ବୃଦ୍ଧା ଗାଁରେ ଓ ବୃଦ୍ଧ କଟକ ମେଡିକାଲରେ ମୃତ୍ୟୁବରଣ କରିଛନ୍ତି । ପାରିବାରିକ କଳହରୁ ଦମ୍ପତ୍ତି ବିଷ ପିଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ମାର୍ଶାଘାଇ ଥାନାରେ ପୁଅବୋହୂ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ମୃତ ଦମ୍ପତ୍ତିଙ୍କ ଝିଅ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking