30.1 C
Bhubaneswar
Sunday, February 8, 2026
Homeଓଡିଶାନଦୀରେ ବୁଡି କାଉଡ଼ିଆ ମୃତ

ନଦୀରେ ବୁଡି କାଉଡ଼ିଆ ମୃତ

ଗୁଣୁପୁର: ଗୁଣୁପୁରରୁ ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି । ମହେନ୍ଦ୍ରତନୟା ନଦୀରେ ବୁଡି କାଉଡିଆଙ୍କ ମୃତ୍ୟୁ ଘଟିଛି । ପୁଟାସିଂ ଥାନା ଦୀନବନ୍ଧୁପୁର ଗାଁ ପାଖରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଗଜପତିଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ଆଜି ଶ୍ରାବଣ ମାସର ତୃତୀୟ ସୋମବାର ଉପଲକ୍ଷେ ଭୀମପୁର ଶୈବପୀଠକୁ ଜଳ ଲାଗି ପାଇଁ ଯାଉଥିଲେ, ସେହି ସମୟରେ ଘଟିଛି ଏହି ଅଘଟଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking