22.1 C
Bhubaneswar
Saturday, February 14, 2026
Homeଓଡିଶାଚାଷୀ ଆନ୍ଦୋଳନର କାରଣ ନାହିଁ: ମନ୍ତ୍ରୀ

ଚାଷୀ ଆନ୍ଦୋଳନର କାରଣ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ଚାଷୀ ଆନ୍ଦୋଳନର କୌଣସି କାରଣ ନାହିଁ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପତ୍ରଙ୍କ ସୂଚନା । କହିଲେ ଚାଷୀଙ୍କ ହୀତ ପାଇଁ ସରକାର କାମ କରୁଛନ୍ତି । ଏ ସରକାରରେ ଚାଷୀଙ୍କ କୌଣସି ଅସୁବିଧା କରାଯିବନାହିଁ । ଯେଉଁମାନେ ରାଜନୈତିକ ଫଆଇଦା ନେବାକୁ ଚେଷ୍ଟା କରିବେ ନିରାଶ ହେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking