ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପ୍ରସ୍ତାବ । ସଂସଦରେ ମନ୍ତ୍ରୀ ରଖିଥିବା ତଥ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନାହିଁ । ମନ୍ତ୍ରୀଙ୍କ ବିବରଣୀରେ ରହଛି ଦେଶର ୧୭ ନୂଆ ମେଟ୍ରୋ ପ୍ରକଳ୍ପ । ୧୭ ନୂଆ ମେଟ୍ରୋ ରେଲ ପ୍ରକଳ୍ପରେ ଭୁବନେଶ୍ୱରର ନାଁ ନାହିଁ ।