17.1 C
Bhubaneswar
Sunday, December 7, 2025
Homeଓଡିଶାଓଏଏସ ସ୍ତରରେ ଅଦଳ ବଦଳ

ଓଏଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଆଜି ଓଏଏସ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ  ସରକାର । ଏନେଇ ବିଜ୍ଞପ୍ତ ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ,

ଶିବ ନାରାୟଣ ସାହୁ – ଥିଲେ- ଅତିରିକ୍ତ  ନିର୍ଦ୍ଦେଶକ ,  ଗୋପବନ୍ଧୁ ଏକାଡେମୀର ପ୍ରଶାସନ- ହେଲେ-  ଉପ ମହା ନିର୍ଦ୍ଦେଶକ, ଭୁବନେଶ୍ୱର, ଗୋପବନ୍ଧୁ ଏକାଡେମୀର ପ୍ରଶାସନ
ସୁଧାକର ସବରୋ – ଥିଲେ- ଓଏସସିଏସସି ଲିମିଟେଡ, ମହା ପ୍ରବନ୍ଧକ – ହେଲେ- ଭୁବନେଶ୍ୱରର ଏସଟି ଅଣ୍ଡ ଏସସି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ ନିର୍ଦ୍ଦେଶକ
ସୁଶମା ବାରିକ – ଥିଲେ-  ବୟନିକାର ମହାପ୍ରବନ୍ଧକ ସହ ସଚିବ – ହେଲେ-  ସରକାରଙ୍କ ଏସଟି ଏଣ୍ଡ ଏସସି ବିକାଶ ଏମ ଆଣ୍ଡ ବିସିଡବ୍ଲ୍ୟୁ  ବିଭାଗର ଅତିରିକ୍ତ ସଚିବ
ସରୋଜ କୁମାର ରାଉତ-  ଥିଲେ-  ବାଣିଜ୍ୟ ପରିବହନ ବିଭାଗର ଅତିରିକ୍ତ  ସଚିବ – ହେଲେ-  ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ଅତିରିକ୍ତ ସଚିବ
ପ୍ରଭାତ କୁମାର ମହାପାତ୍ର-  ଥିଲେ-  ସିଡିଓ-କମ-ଇଓ, ଜିଲ୍ଲା ପରିଷଦ – ହେଲେ-    ବଲାଙ୍ଗୀର  ଓଏସସିଏସସି ଲିମିଟେଡର ମହାପ୍ରବନ୍ଧକ ।
ରବିଦ୍ର କୁମାର  ସେଠି- ଥିଲେ-  ଓଡିଶା ବନ ଉନ୍ନୟନ ନିଗମ ଲିମିଟେଡର ମହାପ୍ରବନ୍ଧକ – ହେଲେ-  କୋରାପୁଟର କେବିକେ, ଯୁଗ୍ମ ପ୍ରଶାସକ
ବବିତାରାଣୀ ଦଳବେହେରା – ଥିଲେ –  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଜିଏ ଏବଂ ପିଜି ବିଭାଗର ଅତିରିକ୍ତ ସଚିବ- ହେଲେ-  ଭୁବନେଶ୍ୱରର ଗୋପବନ୍ଧୁ ପ୍ରଶାସନ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶକ
ଧରିତ୍ରୀ ମିଶ୍ର – ଥିଲେ-  ସହେଯାଗ ବିଭାଗର   ଅତିରିକ୍ତ ସଚିବ-  – ହେଲେ-  ଭୁବନେଶ୍ୱର   ଗ୍ରାମୀୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ
ସଂଜୟ କୁମାର ପ୍ରତିହରି – ଥିଲେ- ଆଇଡିସିଓ- ଭୁମି ଅଧିକାରୀ – ହେଲେ-  କାରାଗାର ନିର୍ଦ୍ଦେଶାଳୟର ଅତିରିକ୍ତ ଏଲଜି
ସୂଯ୍ୟସ୍ମିତା ସାହୁ- ଥିଲେ- ଓଡିଶା ନିର୍ମାଣ ନିଗମ ଲିମିଟେଡ,  ପ୍ରଶାସନିକ ଅଧିକାରୀ- ହେଲେ-  ଭୁବନେଶ୍ୱର କାରାଗାର ନିର୍ଦ୍ଦେଶାଳୟର ଅତିରିକ୍ତ ଏଲଜି
ତରାଣୀ ସୁନା- ଥିଲେ-  ଅତିରିକ୍ତ କାଯ୍ୟ ନିର୍ବାହୀ ଅଧିକାରୀ- ଜିଲ୍ଲା ପରିଷଦ- ହେଲେ-  ବଲାଙ୍ଗିର ଜିଲ୍ଲା ପରିଷଦର  ସିଡିଓ କମ ଇଓ
ନୂପୁର ଚାନ୍ଦ ଗୋଟିଆ- ଥିଲେ-  ଏସଟି ଏସସି ବିକାଶ, ଏମ ଏଣ୍ଟ ବିସିଡବ୍ଲ୍ୟୁ ବିଭାଗ, ଓଏସଡି, ପିଭିଟିଜିର ଉପ ସଚିବ – ହେଲେ-  କାଯ୍ୟ ଉନ୍ନୟନ ବିଭାଗର ଉପ ସଚିବ
ଶରତ ମାଝି – ଥିଲେ-  କୋରାପୁଟ ପୌରପାଳିକାର  କାଯ୍ୟ ନିର୍ୱାହୀ ଅଧିକାରୀ- ହେଲେ- ନବରଙ୍ଗପୁରର ଅତିରିକ୍ତ  ଉପ ଜିଲ୍ଲାପାଳ
ମୋନାଲିଶା ପଣ୍ଡା ଥିଲେ-  ଓଏଅସଡି, ଓଏଲଓ ପିସିଡି, ଓଏଭିଏସ – ହେଲେ ଏସଟି ଏଣ୍ଡ ଏସସି ବିକାସ  ଏମ ଏଣ୍ଡ ବିସିଡବ୍ଲ୍ୟୁ ବିଭାଗର ଉପ ସଚିବ
ଶ୍ୟାମଲ କୁମାର ରାୟ – ଥିଲେ-  ଅତିରିକ୍ତ ଉପ ଜିଲ୍ଲାପାଳ- ହେଲେ-  ଓରେରା , ଭୁବନେଶ୍ୱର ଉପ ସଚିବ
ଖିତିଶ ବେହେରା ଥିଲେ-  ବିଡିଓ-  ହେଲେ- ଯାଜପୁର ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରଶାସନିକ ଅଧିକାରୀ
ଜୟଦେବ ଦାସ-ଥିଲେ- ଭବାନୀପାଟଣାର  ଅତିରିକ୍ତ ଉପ ଜିଲ୍ଲାପାଳ ହେଲେ-  ଭୁବନେଶ୍ୱରର ଓଏସଡି, ଓଏଲଓ ଏସପିଡି,ଓଏଭିଏସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking