32.1 C
Bhubaneswar
Tuesday, May 19, 2026
Homeଓଡିଶାଏସଆଇ ନିଯୁକ୍ତି: ସମୟସୀମା ୩ ବର୍ଷ କୋହଳ

ଏସଆଇ ନିଯୁକ୍ତି: ସମୟସୀମା ୩ ବର୍ଷ କୋହଳ

ଭୁବନେଶ୍ୱର: ହାଇକୋର୍ଟରେ ଓଡିଶା ପୋଲିସ ସବ୍‌ଇନ୍ସପେକ୍ଟର ନିଯୁକ୍ତି ମାମଲା । ସର୍ବାଧିକ ବୟସସୀମା ୩ ବର୍ଷ କୋହଳ କଲୋ ସରକାର । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଏଜି ପୀତାମ୍ବର ଆଚାର୍ଯ୍ୟ । କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆବେଦନକାରୀଙ୍କ କ୍ଷତ୍ରେରେ ଲାଗୁ ହେବ । ଏନେଇ ୧୭/୦୧/୨୦୨୫ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ସରକାର । ୨୦୧୮ ଠାରୁ ଏସଆଇ ନିଯୁକ୍ତି ବନ୍ଦ ଥିବାରୁ ବୟସ ସୀମାକୁ କୋହଳ କରିବା ପାଇଁ ପିଟିସନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking