17.1 C
Bhubaneswar
Sunday, February 8, 2026
Homeଓଡିଶାଉଷୁମ ପାଣି ସହିତ ଚୋବାଇ ଖାଆନ୍ତୁ ଏହି ଜିନିଷ..

ଉଷୁମ ପାଣି ସହିତ ଚୋବାଇ ଖାଆନ୍ତୁ ଏହି ଜିନିଷ..

ଭୁବନେଶ୍ୱର: ଭାରତୀୟ ରୋଷେଇ ଘରେ ମିଳୁଥିବା ଛୋଟ ସବୁଜ ଅଳେଇଚ ଏହାର ବିଶେଷ ସୁଗନ୍ଧ ଏବଂ ସ୍ୱାଦ ପାଇଁ ଜଣାଶୁଣା। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏହା ବ୍ୟତୀତ ଏଥିରେ ଅନେକ ଉପାଦାନ ରହିଛି ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ସବୁଜ ଅଳେଇଚରେ ଆଣ୍ଟି-ମାଇକ୍ରୋବାଏଲ୍, ଆଣ୍ଟିସେପ୍ଟିକ୍, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ ରହିଛି, ଯାହା ଶରୀରକୁ ଅନେକ ଲାଭ ପ୍ରଦାନ କରିବାରେ ସହାୟକ। ଯଦି ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ସବୁଜ ଅଳେଇଚ ଉଷୁମ ପାଣି ସହିତ ସେବନ କରନ୍ତି, ତେବେ ଏହା ଆପଣଙ୍କୁ ଅନେକ ସମସ୍ୟାରୁ ରକ୍ଷା କରିପାରିବ।

ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ସହିତ ଗୋଟିଏ ଅଳେଇଚ ଖାଇଲେ ପାଟି ଦୁର୍ଗନ୍ଧ ଦୂର ହୁଏ। ଯେଉଁମାନଙ୍କର ପାଟି ଦୁର୍ଗନ୍ଧ ହେଉଛି ସେମାନେ ଖାଦ୍ୟ ଖାଇବା ପରେ ନିଶ୍ଚିତ ଭାବରେ ଅଳେଇଚ ସେବନ କରିବା ଉଚିତ। ଯଦି ଆପଣଙ୍କର ଅନିଦ୍ରା ସମସ୍ୟା ଅଛି, ତେବେ ରାତିରେ ଉଷୁମ ପାଣି ସହିତ ଯଦି ଆପଣଙ୍କର ଅନିଦ୍ରା ସମସ୍ୟା ଅଛି, ତେବେ ରାତିରେ ଉଷୁମ ପାଣି ସହିତ ସବୁଜ କଞ୍ଚାଲଙ୍କା ସେବନ କରିବା ଦ୍ଵାରା ଅନିଦ୍ରା ସମସ୍ୟା ଦୂର ହୋଇପାରିବ।  ସେବନ କରିବା ଦ୍ଵାରା ଅନିଦ୍ରା ସମସ୍ୟା ଦୂର ହୋଇପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking