24.1 C
Bhubaneswar
Friday, February 6, 2026
Homeଓଡିଶାମାଲକାନଗିରିରେ ନାବାଳିକାକୁ ଦୁଷ୍କର୍ମ ନୁହେଁ ହୋଇଛି ଗଣଦୁଷ୍କର୍ମ

ମାଲକାନଗିରିରେ ନାବାଳିକାକୁ ଦୁଷ୍କର୍ମ ନୁହେଁ ହୋଇଛି ଗଣଦୁଷ୍କର୍ମ

ମାଲକାନଗିରି: ମାଲକାନଗିରିରେ ନାବାଳିକାକୁ ଦୁଷ୍କର୍ମ ନୁହେଁ ହୋଇଛି  ଗଣ ଦୁଷ୍କର୍ମ । ଦୁଇଟି ଭିନ୍ନ ଭିନ୍ନ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି ମାଲକାନଗିରି ଏସପି ବିନୋଦ ପାଟିଲ ସୂଚନା ଦେଇଛନ୍ତି । ଅନ୍ୟ ତିନି ଜଣ ଯୁବକଙ୍କୁ ଅଟକ ରଖି ମାଲକାନଗିରି ପୋଲିସ ପଚରା ଉଚରା କରୁଛି । ଗତକାଲି  ମାଲକାନଗିରିରେ ମଧ୍ୟ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ପୀଡ଼ିତାଙ୍କ ପରିବାର ମାଲକାନଗିରି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାଲକାନଗିରି ସଦର ଥାନା ଅଞ୍ଚଳର ନାବାଳିକା ଜଣକ ରବିବାର ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ବିଳମ୍ଵିତ ରାତି ଯାଏ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବିଳମ୍ଵିତ ରାତିରେ ମାଲକାନଗିରି – ଜୟପୁର ରାସ୍ତାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜାଘାଟିରେ ଉକ୍ତ ନାବାଳିକା ଓ ଜଣେ ଟ୍ରକ ଚାଳକକୁ ସନ୍ଦେହଜନକ ସ୍ଥିତିରେ ଦେଖିଥିଲେ କିଛି ଲୋକେ। ଖବର ଦେବା ପରେ ପୋଲିସ ସେଠାରେ ପହଞ୍ଚିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking