ଭୁବନେଶ୍ୱର: ରବର ବୁଲେଟ ବ୍ୟବହାର କରାଯାଇ ନାହିଁ । ଏନେଇ ପୋଲିସ କମିସନର ଏସ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । କେବଳ ୫ଟି ଲୁହାବୁହା ଗ୍ୟାସ, ପାଣି ମାଡ ହୋଇଛି । ଏଆଇ ଡ୍ରୋନ ଯୋଗେ ଆନ୍ଦୋଳନକାରୀଙ୍କ ଦୃଶ୍ୟ କଏଦ ହୋଇଛି । ହିଂସା ଘଟାଇଥିବା ଚିତ୍ର ଆସିଲେ କାଯ୍ୟାନୁଷ୍ଠାନ ନିଆଯିବ । ଆଜି ସକାଳେ ଲୋକସେବା ଭବନ ଘୋରାଉ ଉଦ୍ୟମ କରିଥିଲା ।









