କଟକ: କଟକ ନିର୍ଗୁଣ୍ଡିରେ ହେବ ରେଲୱେ ଫ୍ଲାଏଓଭର। ଏନେଇ ରେଲୱେ ମନ୍ତ୍ରାଳୟ ପକ୍ଷରୁ ମିଳିଲା ମଞ୍ଜୁରୀ। କଟକ-ନିର୍ଗୁଣ୍ଡି ଚତୁର୍ଥ ରେଲୱେ ଲାଇନ୍କୁ ମଧ୍ୟ ମିଳିଛି ମଞ୍ଜୁରୀ। ଏଥିପାଇଁ ମୋଟ୍ ଖର୍ଚ୍ଚ ହେବ ୮୦୨.୯ କୋଟି ଟଙ୍କା । ପ୍ରକଳ୍ପର ଅଂଶ ଭାବେ ମହାନଦୀ ଓ ବିରୂପାରେ ୨ଟି ସେତୁ ନିର୍ମାଣ ହେବ।