ଭୁବନେଶ୍ୱର: ଅନୁପ୍ରବେଶକାରୀଙ୍କୁ ନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ବୟାନ ରଖିଛନ୍ତି । କହିଛନ୍ତି, ଅଟକ ଅନୁପ୍ରବେଶକାରୀଙ୍କ ବଂଲାଦେଶ ଓ ପାକ ଲିଙ୍କ ଅଛି । ଅନୁପ୍ରବେଶକାରୀଙ୍କୁ ତଡିପାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପହଞ୍ଚିସାରିଛି । ରାଜ୍ୟ ସରକାର ମଧ୍ୟ ସେ ଦିଗରେ କାମ କରୁଛନ୍ତି । ଓଡିଶାକୁ ବେଙ୍ଗଲ କରିବାକୁ ସେମାନେ ଆସୁଛନ୍ତି । ମୋହନ ମାଝୀ ସରକାର ତାହା କରାଇଦେବେନି ।









