ଭୁୁବନେଶ୍ୱର: ଚଳିତ ମାସରେ ହିତାଧିକାରୀଙ୍କୁ ମିଳିବ ଗହମ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଯେତିକି ଗହମ ଆସିଥିଲା ଦେବାକୁ ନିର୍ଦ୍ଦେଶ ରହିଛି । ଦ୍ୱିତୀୟ ପଯ୍ୟାୟ ସ୍ଥଗିତ ରଖାଯାଇଛି । ପୁଣି କେନ୍ଦ୍ରରୁ ଆସିଲେ ହିତାଧିକାରୀଙ୍କୁ ମିଳିବ ।