19.1 C
Bhubaneswar
Monday, December 8, 2025
Homeଓଡିଶାବିଦ୍ୟୁତ ସଂସ୍ପର୍ଶରେ ୨ ମୃତ

ବିଦ୍ୟୁତ ସଂସ୍ପର୍ଶରେ ୨ ମୃତ

କଳାହାଣ୍ଡି: କଳାହାଣ୍ଡିରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି । କୋକସରା ବ୍ଲକ ପୋଡାଗୁଡା, କଛାରପଡା ଗାଁରେ ଏହି ଘଟଣାଟି ଘଟିଛି । ଜମିରେ ପାଣି ମଡାଇବା ବେଳେ ଲାଗିଲା କରେଣ୍ଟ । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking