33.1 C
Bhubaneswar
Saturday, March 28, 2026
Homeଓଡିଶାଜେଲ୍‌ରୁ ବାହାରିଲେ ଜଗା ପ୍ରଧାନ

ଜେଲ୍‌ରୁ ବାହାରିଲେ ଜଗା ପ୍ରଧାନ

ଭୁବନେଶ୍ୱର: ଝାରପଡ଼ା ଜେଲ୍‌ରୁ ବାହାରିଲେ ଜଗନ୍ନାଥ ପ୍ରଧାନ। ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ। ଜାମିନ ପରେ ଜେଲରୁବାହାରିଲେ ଜଗନ୍ନାଥ। ଜେଲ୍‌ରୁ ବାହାରିଲା ବେଳେ ସ୍ବାଗତ କଲେ ଶୁଭେଚ୍ଛୁ, ସମର୍ଥକ। ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ। ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ସେଠାରେ ପହଞ୍ଚିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking