27.1 C
Bhubaneswar
Saturday, December 6, 2025
Homeଓଡିଶାଜୀବନ ନେଲା ଦେଶୀ ମଦ

ଜୀବନ ନେଲା ଦେଶୀ ମଦ

ଯାଜପୁର: ଆଉ ଏକ ଜୀବନ ନେଲା ବିଦେଶୀ ମଦ। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଳାର ମାଣ୍ଡୁକା ଗାଁରେ। ଦେଶୀ ମଦ ପିଇ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବାବେଳେ ମାଣ୍ଡୁକା ଗାଁରେ କୃଷ୍ଣଦାସପୁର- ରତ୍ନଗିରି ମୁଖ୍ୟରାସ୍ତା ଅବରୋଧ ହୋଇଛି। ମଦ ପାଇଁ ଲୋକଙ୍କର ଜୀବନ ଯାଉଥିବାର ଘଟଣା ଆମେ ବହୁତ ଦେଖିଛେ। ତଥାପି ମଧ୍ୟ ଲୋକେ ସୁଧୁରିବାର ନାଁ ନେଉନାହାଁନ୍ତି। ବାରମ୍ବାର ଏହି ଘଟଣା ସାମ୍ନାକୁ ଆସୁଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking