ବିନିକା: କଂସାରୀପଡା ବାହୁଡାଯାତ୍ରାରେ ଘଟିଛି ବଡ ଅଘଟଣ । ରଥରେ ଚାପି ହୋଇଗଲେ ୬ ଜଣ । ଚାପି ହୋଇଥିବା ୬ ଜଣଙ୍କ ମଧ୍ୟରୁ ୩ ନାବାଳକ ସମେତ ୬ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଥିବା ଜଣେ ନାବାଳକକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅନ୍ୟ ୫ ଆହତ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।









