19.1 C
Bhubaneswar
Monday, December 8, 2025
Homeଓଡିଶାକାନ୍ଥ ପଡି ୨ ମହିଳା ମୃତ

କାନ୍ଥ ପଡି ୨ ମହିଳା ମୃତ

ନୂଆପଡା: କୁକୁଡା ଫାର୍ମ ଇଟା କାନ୍ଥ ପଡି ୨ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ବେଳେ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଶାଶୁ ଓ ନାତୁଣୀ ବୋହୂ ମୃତ, ୫ ବର୍ଷର ଝିଅ ଗୁରୁତର ହୋଇଛି । ୫ ବର୍ଷର ଝିଅ ଗୁରୁତର ଆବସ୍ଥାରେ ଚିକତ୍ସାଧୀନ ଅଛି । ଲଗାଣ ବର୍ଷାରେ ଲଖନା ଥାନା ପଟପରପାଲିରେ ଏହି ଅଘଟଣ ଘଟିଛି । ନିଜ କୁକୁଡା ଫାର୍ମରେ କାମ କରୁଥିବା ବେଳେ ଭୁଶୁଡିଲା କାନ୍ଥ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking