ଭୁବନେଶ୍ୱର: ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତାକାଲି ନାମାଙ୍କନ, ଦରକାର ପଡିଲେ ୮ରେ ନିର୍ବାଚନ ହେଇଯିବ । କାଲିର ନାମାଙ୍କନ ପରେ ନିର୍ବାଚନ ନା ସହମତିରେ ସଭାପତି ସ୍ପଷ୍ଟ ହେବ ।