19.1 C
Bhubaneswar
Sunday, February 8, 2026
Homeଓଡିଶାଗଡିଲା ଶ୍ରୀବଳଭଦ୍ରଙ୍କ ରଥ

ଗଡିଲା ଶ୍ରୀବଳଭଦ୍ରଙ୍କ ରଥ

ପୁରୀ: ଆରମ୍ଭ ହୋଇଛି ରଥଟଣା। ଗଡ଼ିଲା ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ। ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ କରାଯାଇ ଗଜପତି ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତି ପରେ ବାହୁଡ଼ା ରଥଯାତ୍ରାରେ ରଥ ଟଣା ଧାର୍ଯ୍ୟ ସମୟର ଘଣ୍ଟାଏ ପୂର୍ବରୁ ଆରମ୍ଭ ହୋଇଛି। ନୀତି ନିର୍ଘଣ୍ଟରେ ରଥଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି କୁହାଯାଇଥିଲା। ମାତ୍ର ଏହାର ଏକଗଣ୍ଟା ଆଗରୁ ଅପରାହ୍ନ ୩ଟାରେ ରଥ ଟଣା ଆରମ୍ଭ ହୋଇଛି। ଶନିବାର ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଶ୍ରୀବଳଭଦ୍ର  ଦେବୀ  ମା’ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking