18.1 C
Bhubaneswar
Saturday, December 6, 2025
Homeଓଡିଶାଟ୍ୟୁସନ ଯିବାକୁ କହିବାରୁ ଛାତରୁ ଡେଇଁ ଆତ୍ମହତ୍ୟା କଲା ନାବାଳକ

ଟ୍ୟୁସନ ଯିବାକୁ କହିବାରୁ ଛାତରୁ ଡେଇଁ ଆତ୍ମହତ୍ୟା କଲା ନାବାଳକ

ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ଜୀବନର ମୂଲ୍ୟକୁ ବୁଝୁନାହାନ୍ତି ଆଉ ନିଜ ଜୀବନ ନିଜେ ନଷ୍ଟ କରୁଛନ୍ତି । ଛୋଟ ମୋଟ କଥା ଧରି ଆତ୍ମହତ୍ୟା କରିବା ଏବେ ଫ୍ୟାଶନ ହୋଇଗଲାଣି । ପୁଅକୁ ଟ୍ୟୁସନ ଯିବାକୁ କହିଥିଲେ ମାଆ । ହେଲେ ପୁଅ ରାଗି ଯାଇ  ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛି ।    ଏଭଳି ଏକ ଖବର ମୁମ୍ବାଇରୁ ଆସିଛି । ପରିବାରରେ ପିଲାମାନଙ୍କୁ ଆୟତ୍ତ କରିବା ନେଇ ଅଭିଭାବକଙ୍କ ମନରେ  ପ୍ରଶ୍ନ ସୃା୍‌ଟି କରିଛି । ଯେତେବେଳେ ଠିକ ୭ଟା ହେଲା ପୁଅକୁ ଟ୍ୟୁସନ ଯିବାକୁ କହିଥିଲେ ମାଆ । ହେଲେ ପୁଅ ରାଗି ଯାଇ ଘର ଛାଡି ଚାଲିଯାଇ  ଘରର ଛାତରୁ ତଳକୁ ଡେିଁ ଆତ୍ମ ହତ୍ୟା କରିଛି । ପରେ ଏଭଳି ଦୃଶ୍ୟକୁ ଦେଖି ଘରର ଚୌକିଦାର ପୋଲିସ ଷ୍ଟେସନରେ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।  ଆଖପାଖରେ ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking